Download Now Banner

This browser does not support the video element.

ପଦ୍ମପୁର: ଅପରାଧ ନିରୀକ୍ଷଣ ଏବଂ ଟ୍ରାକିଂ ସିଷ୍ଟମ୍‌ ଅନ୍ତର୍ଗତ ପଦ୍ମପୁର ସବ୍‌-ଜେଲରେ ଜେଲ ପେରେଡ

Padmapur, Bargarh (Baragarh) | Aug 31, 2025
ଅପରାଧ ନିରୀକ୍ଷଣ ଏବଂ ଟ୍ରାକିଂ ସିଷ୍ଟମ୍ (Criminal Monitoring and Tracking System) ଅନ୍ତର୍ଗତ ଆଜି ପଦମପୁର ସବ୍‌-ଜେଲରେ 12 ଟା ସମୟ ପାଖାପାଖିରେ ଜେଲ ପେରେଡ ଅନୁଷ୍ଠିତ ହୋଇଥିଲା। ଏହି ପେରେଡରେ ପଦ୍ମପୁର, ପାଇକମାଲ, ଝାରବନ୍ଧ ଅଞ୍ଚଳର ପୋଲିସ୍‌ ଅଧିକାରୀ ମାନେ ଉପସ୍ଥିତ ଥିଲେ। ଏହି ପେରେଡ ଅଭିଯାନର ଉଦ୍ଦେଶ୍ୟ ହେଉଛି ଜେଲ ଭିତରେ ଅନୁଶାସନ ବଜାୟ ରଖିବା, ଅପରାଧୀମାନଙ୍କ ଉପରେ ନିରୀକ୍ଷଣ ବଢ଼ାଇବା ଏବଂ ଯେକୌଣସି ଅବାଞ୍ଚିତ କାର୍ଯ୍ୟକଳାପକୁ ରୋକିବା। ଜେଲ ଅଧିକାରୀମାନେ ଏହି ଅଭିଯାନ ଅନ୍ତର୍ଗତ ବନ୍ଦୀମାନଙ୍କ ସହ ଉପଯୁକ୍ତ ବାର୍ତାଲାପ କରିଥିଲେ ଏବଂ
Read More News
T & CPrivacy PolicyContact Us