Download Now Banner

This browser does not support the video element.

ଢେଙ୍କାନାଳ ସଦର: ବମ୍ପା ବ୍ରଜନାଥ ପୁରରେ ହାତୀ ଆକ୍ରମଣରେ ଜଣେ ମୃତ ଜଣେ ଗୁରୁତର

Dhenkanal Sadar, Dhenkanal | Aug 25, 2025
ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ରେଂଜ ଅଞ୍ଚଳ ଏକ ହାତୀ ପ୍ରବଣ ଅଞ୍ଚଳ ଭାବେ ଜିଲ୍ଲାରେ ବେସ ପରିଚିତ। ହିନ୍ଦୋଳ ରେଂଜ ଅଞ୍ଚଳର ବିଭିନ୍ନ ସ୍ଥାନରେ ପ୍ରାୟ ୨ଶହରୁ ଉର୍ଦ୍ଧ ହାତୀ ବିଭିନ୍ନ ଦଳରେ ରହିଛନ୍ତିା ହାତୀମାନଙ୍କ ଯୋଗୁଁ ବହୁ ଧନଜୀବନ ନଷ୍ଟ ହେଉଛି ।ବମ୍ପା ଗ୍ରାମପଞ୍ଚାୟତ ଅଞ୍ଚଳରେ ୧୪ ଟିକିଆ ହାତୀ ପଲ ସୋମବାର ଦିନ ଗ୍ରାମ ନିକଟରେ ରହିଥିବା ବନ ବିଭାଗ ପକ୍ଷରୁ ମାଇକ ଯୋଗେ ଲୋକମାନଙ୍କୁ ସଚେତନ କରିଛନ୍ତିି ହେଲେ ବ୍ରଜନାଥ ପୁରରେ ୨ଜଣ ସାଂଗ ଗ୍ରାମ ନିକଟ ପୋଖରୀକୁ ସନ୍ଧ୍ୟା ୭ଟାରେ ସଉଚ ହେବାକୁ ଯାଇଥିବାବେଳେ ହାତୀ ଆକ୍ରମଣର ଶିକାର ହୋଇ ଘଟଣାସ୍ଥଳରେ ଜଣଙ୍କର ମୃତ୍ୟୁ ହୋଇଥିଲା।
Read More News
T & CPrivacy PolicyContact Us