This browser does not support the video element.
ମାଲକାନଗିରି: ମାଥିଲିବ୍ଲକ ଅନ୍ତର୍ଗତ ବିଭିନ୍ନପଞ୍ଚାୟତ ଗସ୍ତରେଯାଇ ବନ୍ୟାରେ କ୍ଷତିଗ୍ରସ୍ତ ହୋଇଥିବା ପରିବାରବର୍ଗଙ୍କୁ ଭେଟିଲେ ଜିଲ୍ଲାବିଜେଡି ମହିଳା ସଭାପତି
Malkangiri, Malkangiri | Aug 28, 2025
ଗତ ୩ ଦିନର ଲଗାଣ ବର୍ଷାରେ ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଅନ୍ତର୍ଗତ କିଆଙ୍ଗ, ସାଲିମି, କମାରପାଲି ଏବଂ ମହୁପଦର ଆଦି ପଂଚାୟତ ର ବିଭିନ୍ନ ଗ୍ରାମ ଗୁଡିକ ପାଣି ଘେରରେ ରହି ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥିଲା। ତେଣୁ ଖବର ପାଇ ଆଜି ଦିନ ୧୨ଟା ସମୟରେ ଉକ୍ତ ଅଞ୍ଚଳକୁ ଗସ୍ତ କଲେ ଜିଲ୍ଲା ବିଜେଡି ମହିଳା ସଭାପତି ଲକ୍ଷ୍ମୀପ୍ରିୟା ନାୟକ। ଘର ଭାଙ୍ଗି କ୍ଷତିଗ୍ରସ୍ତ ହୋଇଥିବା କିଛି ପରିବାର ବର୍ଗଙ୍କୁ ଭେଟିଥିଲେ। ଏଥିସହ ବନ୍ୟା ରେ କିଛି ମାଟି ରାସ୍ତା ଧୋଇ ହେବା ଏବଂ କ୍ଷୟକ୍ଷତି ର ଆକଳନ କରି ସ୍ଥାନୀୟ ପ୍ରଶାସନ କୁ ଅବଗତ କରାଇଥିଲେ। ଦୁଃଖ ସମୟରେ ବିଜେଡି ମହିଳା ସଭାପତି ଙ୍କ ଏପରି