Download Now Banner

This browser does not support the video element.

ବୌଦ୍ଧ ସଦର: ଆସନ୍ତା କାଲୀ ସକାଳ ୮.୩୦ରୁ ୩ତାରିଖ ସକାଳ ୮.୩୦ ପର୍ଯ୍ୟନ୍ତ ବର୍ଷା,ପବନ ସହିତ ବିଜୁଳି ଓ଼ ଘଡ଼ଘଡ଼ି ନେଇ ବୌଦ୍ଧ ଜିଲ୍ଳାକୁ ଏଲୋ ୱାର୍ଣ୍ଣି ଜାରି

Baudh Sadar, Boudh (Bauda) | Oct 1, 2025
ରାଜ୍ୟରେ କିଛିଦିନ ହେବ ବର୍ଷା, ପବନ ସାହି ବିଜୁଳି ଓ଼ ଘଡଘଡ଼ି ଲାଗି ରହିଥିବା ବେଳେ l ଆସନ୍ତାକାଲି ୨ତାରିଖ ସକାଳ ୮.୩୦ସମୟରୁ ୩ତାରିଖ ସକାଳ ୮.୩୦ ପର୍ଯ୍ୟନ୍ତ ବୌଦ୍ଧ ଜିଲ୍ଳାରେ ୭ରୁ୧୦ମିଲି ମିଟର ବର୍ଷା ୪୦ରୁ ୫୦କିଲୋମିଟର ବେଗରେ ପବନ ବହିବା ସହିତ ବିଜୁଳି ଓ଼ ଘଡଘଡି ହେବା ନେଇ ବୌଦ୍ଧ ଜିଲାକୁ ଏଲୋ ୱାରନିଙ୍ଗ ଜାରି କରାଯାଇଛି l ଏନେଇ ଆଜି ମଧ୍ୟାନ୍ହ ପଖାପଖି ୨ଘଣ୍ଟା ସମୟରେ ଭୁବନେଶ୍ୱର ଷ୍ଠିତ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ଭୁବନେଶ୍ୱର ପକ୍ଷରୁ ସୂଚନା ଜାରି କରାଯାଇଛି l
Read More News
T & CPrivacy PolicyContact Us