Download Now Banner

This browser does not support the video element.

ବଲାଙ୍ଗୀର: ଶିବ ରୋଡରେ ତିବ୍ରଗତି ବାଇକ୍ ଚାଳନା ଯୋଗୁ ଦୁର୍ଘଟଣା ଜଣେ ଗୁରୁତର ମେଡିକାଲ ରେ ଭର୍ତ୍ତି

Balangir, Balangir | Aug 30, 2025
ବଲାଙ୍ଗୀର-ଶିବ ତଲା ରୋଡ ଉପରେ ତିବ୍ର ଗତିରେ ବାଇକ୍ ଚାଲାଉଥିବା ବେଳେ ଦୁର୍ଘଟଣା ଘଟି ଜଣେ ବ୍ୟକ୍ତି ଗୁରୁତର ହୋଇଛନ୍ତି। ତାଙ୍କର ମୁହଁ ଓ ହାତରେ ଗୁରୁତର ଚୋଟ ଲାଗିଥିବା ସୂଚନା ମିଳିଛି। ଦୁର୍ଘଟଣାଗ୍ରସ୍ତଙ୍କୁ ସ୍ଥାନୀୟ ଲୋକେ ଉଦ୍ଧାର କରି, ଭୀମ ଭୋଇ ମେଡିକାଲ୍ କଲେଜ୍ ରେ ଭର୍ତ୍ତି କରାଯାଇଛି। ଆଜି ରାତି ୧୦ଟା ୩୦ମିନିଟ୍ ସମୟରେ ସେମାନଙ୍କୁ ମେଡିକାଲ୍‌ରେ ଭର୍ତ୍ତି କରାଯାଇଥିବା ଜଣାପଡ଼ିଛି.
Read More News
T & CPrivacy PolicyContact Us