Download Now Banner

This browser does not support the video element.

ବଲାଙ୍ଗୀର: ସାମ୍ବାଦିକ ଭବନରେ ସଂଗଠନ ସୃଜନ ଅଭିଯାନ ନେଇ କଂଗ୍ରେସ ନେତାଙ୍କ ପ୍ରତିକ୍ରିୟା

Balangir, Balangir | Sep 5, 2025
ବଲାଙ୍ଗୀର ସାମ୍ବାଦିକ ଭବନରେ ଆୟୋଜିତ ସଂଗଠନ ସୃଜନ ଅଭିଯାନ ପ୍ରେସ୍ କନଫରେନ୍ସ ରେ କଂଗ୍ରେସ ନେତାମାନେ ପ୍ରତିକ୍ରିୟା ରଖିଛନ୍ତି। ସେମାନେ କହିଛନ୍ତି, ଗ୍ରାମ୍ୟ ସ୍ତରରୁ ଆରମ୍ଭ କରି ସମସ୍ତ ସ୍ତରରେ ପାର୍ଟିକୁ ଶକ୍ତିଶାଳୀ କରିବା, ସାଧାରଣ ଲୋକଙ୍କ ମଧ୍ୟରେ ପାର୍ଟିର ଭାବଧାରା ପହଞ୍ଚାଇବା ଏବଂ କାର୍ଯ୍ୟକର୍ତ୍ତାଙ୍କୁ ସକ୍ରିୟ କରିବା ହିଁ ଏହି ଅଭିଯାନର ପ୍ରମୁଖ ଲକ୍ଷ୍ୟ।
Read More News
T & CPrivacy PolicyContact Us