This browser does not support the video element.
ଗୋବିନ୍ଦପୁର: ବାମରା ହାତୀପଡ଼ା ଠାରେ ମହିଳାଙ୍କୁ ଅସଦାଚରଣ କରିଥିବା ଜଣେ ଯୁବକ କୁ ନିସ୍ତୁକ ମାଡ଼, ଥାନା ରେ ଅଭିଯୋଗ
Govindpur, Sambalpur | Sep 6, 2025
ବାମରା ନିକଟ କୁଲୁଟା ଗ୍ରାମ ର ପିନ୍ଟୁ କମାର ନାମକ ଜଣେ ଯୁବ ଶନିବାର ଦିନ ବାମରା ସ୍ଥିତ ହାତିପଡ଼ା କୁ ନିଜ ସମ୍ପର୍କୀୟ ଙ୍କ ଘର କୁ ଆସିଥିବା ବେଳେ ସେଠାରେ ସେ ମଦ୍ୟପ ଅବସ୍ଥାରେ କେତେକ ମହିଳା ଙ୍କୁ ଅସଦାଚରଣ କରିବା ସହ ଜଣେ ନାବାଳକ ଙ୍କୁ ମାଡ଼ କରିଥିଲେ। ଏଥିରୁ ରାଗି ଯାଇ ମହିଳା ଙ୍କ ସମ୍ପର୍କୀୟ ମାନେ ସମ୍ପୃକ୍ତ ଯୁବକ କୁ ଏକ ଗଛ ରେ ବାନ୍ଧି ନିସ୍ତୁକ ମାଡ଼ ମାରିଥିଲେ। ଅଭିଯୋଗ ପାଇ ପୋଲିସ ସମ୍ପୃକ୍ତ ଯୁବକ ଙ୍କୁ ଉଦ୍ଧାର କରିଥିବା ଜଣାପଡିଛି।