Download Now Banner

This browser does not support the video element.

ଗୋବିନ୍ଦପୁର: ଗୋବିନ୍ଦପୁର ଥାନା ରେ ଶାନ୍ତି କମିଟି ବୈଠକ ଅନୁଷ୍ଠିତ

Govindpur, Sambalpur | Sep 27, 2025
ଚଳିତ ବର୍ଷ ଶାରଦୀୟ ପାର୍ବଣ ଉପଲକ୍ଷେ ସମ୍ବଲପୁର ଜିଲ୍ଲା ଗୋବିନ୍ଦପୁର ଥାନା ଅଭ୍ୟର୍ଥନା କକ୍ଷରେ ଶନିବାର ଦିନ ସନ୍ଧ୍ୟା ସାତ ଟା ସମୟରେ ଶାନ୍ତି କମିଟି ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି ଅବସର ରେ ବାମରା ବ୍ଲକ ଗୋବିନ୍ଦପୁର ଥାନା ଅଞ୍ଚଳ ର ବିଭିନ୍ନ ଗ୍ରାମ ରେ ହେବାକୁ ଥିବା ଶାରଦୀୟ ଦୁର୍ଗାପୂଜା ଓ ଗଜ ଲକ୍ଷ୍ମୀ ପୂଜା କିଭଳି ଶାନ୍ତି ଶୃଙ୍ଖଳାରେ ପାଳନ କରାଯିବ, ସେ ବିଷୟରେ ବିଶେଷ ଆଲୋଚନା ହୋଇଥିଲା। ଶେଷରେ ସବ ଇନ୍ସପେକ୍ଟର ଶକ୍ତିଧର ରାଉତ ଧନ୍ୟବାଦ ଅର୍ପଣ କରିଥିଲେ ।
Read More News
T & CPrivacy PolicyContact Us