This browser does not support the video element.
ଚାନ୍ଦବାଲି: ଏନଏସି ଅନ୍ତର୍ଗତ ପାଟୁଳି ରାମପଲ୍ଲୀରେ ଆମ୍ବେଦକରଙ୍କ ଜୟନ୍ତୀ ସମାରୋହ ପାଳିତ
Chandabali, Bhadrak | Apr 14, 2024
ରବିବାର ସନ୍ଧ୍ୟାରେ ଏନଏସି ଅନ୍ତର୍ଗତ ପାଟୁଳି ରାମପଲ୍ଲୀରେ ସମାଜ ସଂସ୍କାରକ ସମ୍ବିଧାନ ପ୍ରଣେତା ବାବା ସାହେବ ଡ. ବି.ଆର ଆମ୍ବେଦକରଙ୍କ ଜୟନ୍ତୀ ସମାରୋହ ଅନୁଷ୍ଠିତ ହୋଇଯାଇଛି। ଶିକ୍ଷକ ଶ୍ରୀକାନ୍ତ ମହାଳିକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସମାରୋହରେ ଶିକ୍ଷକ ପ୍ରଫୁଲ୍ଲ ଦାସ, ତାରାପଦ ମହାନ୍ତି, ଅମୂଲ୍ୟ ରାଉତ ପ୍ରମୁଖ ଯୋଗଦେଇ ଆମ୍ବେଦକରଙ୍କ ଫଟୋଚିତ୍ରରେ ପୁଷ୍ପ ମାଲ୍ୟର୍ପଣ କରିବା ସହ ତାଙ୍କର ଦେଶ ପ୍ରତି ଅବଦାନ ଉପରେ ଅଭିଭାଷଣ ଦେଇଥିଲେ।