Download Now Banner

This browser does not support the video element.

ଖୋର୍ଦ୍ଧା: ରାଜସୁନାଖଳା ହଡାନଇ ନିକଟରେ ଲୁନାକୁ ଧକ୍କାଦେଲା ବାଇକ ଜଣେ ଗୁରୁତର

Khordha, Khordha | Aug 28, 2025
ଖୋର୍ଦ୍ଧା ବଲାଙ୍ଗୀର ୫୭ ନମ୍ୱର ଜାତୀୟ ରାଜପଥର ରାଜସୁନାଖଳାର ହଡାନଈ ନିକଟରେ ଦୁର୍ଘଟଣା ଜଣେ ଗୁରୁତର ସୂଚନା। ଧକ୍କା ଦେଇଥିବା ବାଇକ୍ ଆରୋହୀ ଘଟଣା ସ୍ଥଳରୁ ଫେରାର। ଲୁନା ଆରୋହୀଙ୍କୁ ନିକଟସ୍ଥ ସ୍ବାସ୍ଥ୍ୟକେନ୍ଦ୍ରରେ ଚିକିତ୍ସିତ ନେଇ ସ୍ଥାନୀୟ ଲୋକଙ୍କ ଠାରୁ ସୂଚନା ମିଳିଛି।
Read More News
T & CPrivacy PolicyContact Us