Download Now Banner

This browser does not support the video element.

ବଲାଙ୍ଗୀର: ପଥର ଟେକା ଗ୍ରାମରେ ସାପ କାମୁଡ଼ା ରେ ଯୁବତୀ ମୃତ ସଚେତନତା ହେବା ଅତିଆବଶ୍ୟକ

Balangir, Balangir | Aug 7, 2025
ସାପ କାମୁଡ଼ା ରେ ଯୁବତୀ ମୃତ – ସଚେତନତା ହେବା ଅତିଆବଶ୍ୟକ ପଥର ଟେକା ଗ୍ରାମରେ ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି। ୨୨ ବର୍ଷ ବୟସର ସୁଭାଷିନୀ ଘି ନାମକ ଯୁବତୀ ରାତିରେ ଶୋଇଥିବା ବେଳେ ସାପ କାମୁଡ଼ା ଶିକାର ହୋଇ ପଡିଥିଲେ। ଘଟଣା ପରେ ଗୁରୁତର ଅବସ୍ଥାରେ ତାଙ୍କୁ ବଲାଙ୍ଗିର ଭୀମ ଭୋଇ ମେଡ଼ିକାଲ୍ କଲେଜ୍ ଓ ହସ୍ପିଟାଲକୁ ନେଇଯିବା ସତ୍ତ୍ୱେ ଆଜି ତାଙ୍କର ମୃତ୍ୟୁ ଘଟିଛି। ପୋଲିସ ତଦନ୍ତ କରି ଶବକୁ ଜବତ୍ କରି ବ୍ୟବଚ୍ଛେଦ ପରେ ଆଜି ଅପରାହ୍ନ ୧ଟା ୩୦ରେ ପରିବାରର ଲୋକଙ୍କୁ ହସ୍ତାନ୍ତର କରିଛି।
Read More News
T & CPrivacy PolicyContact Us