Download Now Banner

This browser does not support the video element.

ଛତ୍ରପୁର: ଅସ୍ବାସ୍ଥ୍ୟକର ପରିବେଶ ମଧ୍ୟରେ ବ୍ରହ୍ମପୁର ଷ୍ଟେଟ୍ ବ୍ୟାଙ୍କ ଛକ ବିଶ୍ରାମାଗାର #Jansamasya

Chhatrapur, Ganjam | Sep 12, 2025
ଦୂର ଦୁରାନ୍ତରକୁ ଯାତ୍ରା କରୁଥିବା ଯାତ୍ରୀ ମାନଙ୍କ ସ୍ଵାର୍ଥକୁ ଦୃଷ୍ଟିରେ ରଖି ନିର୍ମାଣ ହୋଇଛି ଯାତ୍ରୀ ବିଶ୍ରାମାଗାର। ତେଣୁ ବ୍ରହ୍ମପୁର ମହାନଗରର ପ୍ରତିଟି ବସ ରହଣି ସ୍ଥଳରେ ରହିଛି ଏହି ବିଶ୍ରାମଗାର। ସହରରେ ଥିବା ବିଶ୍ରାମଗାର ଗୁଡିକ କେତେ ଯେ ଅବହେଳିତ ତାହା ଏହି ଚିତ୍ର ଦେଖିଲେ ଆପଣ ସ୍ପଷ୍ଟ ଜାଣି ପାରିବେ। ଏ ଦୃଶ୍ୟଟି ହେଉଛି ଷ୍ଟେଟ ବ୍ୟାଙ୍କ ଛକ ବିଶ୍ରାମଗାର।ଶୁକ୍ରବାର ପୂର୍ବାହ୍ନରେ ଏନେଇ ପ୍ରତିକ୍ରିୟା ରଖିଛନ୍ତି କିଛି ଯାତ୍ରୀ।
Read More News
T & CPrivacy PolicyContact Us