Download Now Banner

This browser does not support the video element.

ଝାରସୁଗୁଡା: ଇନଷ୍ଟାଗ୍ରାମରୁ ବନ୍ଧୁତ୍ୱ କରି ଗାନ୍ଧିଛକ ଫାଣ୍ଡି ଅଞ୍ଚଳରେ ଜଣେ ନାବାଳିକାଙ୍କୁ ଦୁଷ୍କର୍ମ ଅଭିଯୋଗ, ଜଣେ ଅଭିଯୁକ୍ତ ଗିରଫ ସହ କୋର୍ଟ ଚାଲାଣ

Jharsuguda, Jharsuguda | Aug 26, 2025
ଝାରସୁଗୁଡା ଜିଲ୍ଲା ବ୍ରଜରାଜନଗର ଥାନା ଗାନ୍ଧିଛକ ଫାଣ୍ଡି ଅଞ୍ଚଳରେ ଜଣେ ନାବାଳିକାକୁ ଦୁଷ୍କର୍ମ ହୋଇଥିବା ଅଭିଯୋଗରେ ଜଣେ ଅଭିଯୁକ୍ତ ଗିରଫ ସହ କୋର୍ଟ ଚାଲାଣ। ତେବେ ଘଟଣା ଟି ଗତ ୧୯ତାରିଖ ର ହୋଇଥିବାବେଳେ ଏହି ଘଟଣାରେ ଗାନ୍ଧିଛକ ଫାଣ୍ଡି ପୋଲିସ ସଂପୃକ୍ତ ଅଭିଯୁକ୍ତ ଯୁବକକୁ ଗାନ୍ଧିଛକ ଅଂଚଳରୁ ଗିରଫ କରି ଆଜି କୋର୍ଟ ଚାଲାଣ କରାଯାଇଥିବା ନେଇ ଗାନ୍ଧିଛକ ପୋଲିସ ତରଫରୁ ରାତି ସାଢ଼େ ନଅଟା ସମୟରେ ସୂଚନା ଦିଆଯାଇଛି। ତେବେ ଇଂସ୍ଟଗ୍ରାମ ରେ ନାବାଳିକାଙ୍କ ସାଙ୍ଗରେ ବନ୍ଧୁତ୍ୱ କରି ରାତିରେ ଝିଅକୁ ଘରୁ ବାହାରକୁ ଡାକି ଦୁଷ୍କର୍ମ ହୋଇଥିବା ନେଇ ଥାନାରେ ଅଭିଯୋଗ ହୋଇଥିବା ନେଇ ଜଣାପଡିଛି।
Read More News
T & CPrivacy PolicyContact Us