Install App
arunkshadangi40
This browser does not support the video element.
ଫୁଲବାଣୀ ସହର: ପାରମ୍ପରିକ ଲୋକ କଳା ମାଧ୍ୟମ ରେ ମାନସିକ ସ୍ୱାସ୍ଥ୍ୟ ସଚେତନତା ଗୁଟିଙ୍ଗିଆ ଠାରେ ଅନୁଷ୍ଠିତ,ଯୋଗ ଦେଲେ ପୂର୍ବତନ ଜିଲ୍ଲା ପରିଷଦ ଅଧ୍ୟକ୍ଷା
Phulabani Town, Kandhamal | Sep 11, 2025
ପାରମ୍ପରିକ ଲୋକ କଳା ମାଧ୍ୟମ ରେ ମାନସିକ ସ୍ୱାସ୍ଥ୍ୟ ସଚେତନତା କାର୍ଯ୍ୟକ୍ରମ ଗୁଟିଙ୍ଗିଆ ଠାରେ ଅନୁଷ୍ଠିତ ହୋଇଅଛି. ଏହାକୁ ଜିଲ୍ଲା ପରିଷଦ ଅଧ୍ୟକ୍ଷl ତଥା ସରପଞ୍ଚ ଅଙ୍କାକ୍ଷା ପ୍ରଧାନ ଉଦଘାଟନ କରିଥିଲେ. ଜିଲା ସ୍ୱାସ୍ଥ୍ୟ ବିଭାଗ ଓ ସ୍ୱାତୀ ଅନୁଷ୍ଠାନ ପକ୍ଷରୁ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଅଛି.
Share
Read More News
T & C
Privacy Policy
Contact Us
Your browser does not support JavaScript!