This browser does not support the video element.
ବଲାଙ୍ଗୀର: ଆଦର୍ଶ ଟାଉନ ଥାନାରେ ମହମ୍ମଦ ଜୟନ୍ତୀ ପାଇଁ ପୋଲିସ ଓ ବିଭିନ୍ନ ସଂଗଠନଙ୍କ ପ୍ରସ୍ତୁତି ବୈଠକ
Balangir, Balangir | Sep 5, 2025
ବଲାଙ୍ଗୀରରେ ମହମ୍ମଦ ଜୟନ୍ତୀ ପାଳନ ପାଇଁ ପୋଲିସ, ମୁସଲିମ ଓ ଅନ୍ୟାନ୍ୟ ସଂଗଠନଙ୍କ ସହ ପ୍ରସ୍ତୁତି ବୈଠକ ଆଜି ଅପରାହ୍ନ 4ଟା ସମୟରେ ଆଦର୍ଶ ଟାଉନ ଥାନାରେ ହୋଇଥିଲା। ସଦର ଏସଡିପିଓ ସରୋଜ ଉପାଧ୍ୟାୟ ଓ ଟାଉନ ଆଇସି ଅବନୀ ସାହୁଙ୍କ ଅଧ୍ୟକ୍ଷତାରେ ହୋଇଥିବା ବୈଠକରେ ସୁନ୍ନି ସଦର ମସଜିଦ କମିଟି, ବଜରଙ୍ଗ ଦଳ ସଭାପତି ସହିତ ବିଭିନ୍ନ ସଦସ୍ୟ ଉପସ୍ଥିତ ଥିଲେ। ଆସନ୍ତା କାଲି ଶାନ୍ତି ସଦଭାବନା ଶୋଭାଯାତ୍ରା ଓ ପ୍ରବଚନ କାର୍ଯ୍ୟକ୍ରମ ପାଇଁ ଶୃଙ୍ଖଳାବଦ୍ଧ ଆୟୋଜନ ନିମନ୍ତେ ଏହି ବୈଠକ କରାଯାଇଥିଲା।