Install App
malliksaroj28
This browser does not support the video element.
ପୁରୀ ମ୍ୟୁନିସିପାଲଟି: ପୁରୀ ବାଲିଘାଟ ରାସ୍ତା ଏବେ ମରାମତି କାଯ୍ୟ ନେଇ ନରେନ୍ଦ୍ର କୋଣ ବୃନ୍ଦାବତୀ ନିବାସରେ ପ୍ରତିକ୍ରିୟା ରଖିଲେ ପୁରୀ ବିଧାୟକ ସୁନୀଲ ମହାନ୍ତି l
Puri M, Puri | Oct 7, 2025
ପୁରୀ ବାଲିଘାଟ ରାସ୍ତା ଏବେ ଲୋକଙ୍କ ପାଇଁ ଯମ ରାସ୍ତା ପାଲଟିଛି l ଏହି ରାସ୍ତାରେ ଲୋକେ ନାହିଁ ନଥିବା ଅସୁବିଧା ର ସମ୍ମୁଖୀନ ହେଉଛନ୍ତି l ବର୍ଷା ଦିନରେ ଏହି ବାଟରେ ଯିବା ଆସିବା କରୁଥିବା ଲୋକେ ଜାଣିଛନ୍ତି ଏହା କେତେ କଷ୍ଟ l ଏନେଇ ପୁରୀ ବିଧାୟକ ସୁନୀଲ ମହାନ୍ତି ନିଜର ପ୍ରତିକ୍ରିୟା ରଖିଛନ୍ତି l
Share
Read More News
T & C
Privacy Policy
Contact Us
Your browser does not support JavaScript!