This browser does not support the video element.
ବଲାଙ୍ଗୀର: ଜିଲାପାଳଙ୍କ ସମ୍ବିଳନି କକ୍ଷ ଠାରେ ନିଃସନ୍ତାନ ଦମ୍ପତିଙ୍କୁ ଦିଆଗଲା ଶିଶୁ ପିତାମାତାର ପରିଚୟ
Balangir, Balangir | Aug 21, 2025
ନିଃସନ୍ତାନ ଦମ୍ପତିଙ୍କୁ ଦିଆଗଲା ଶିଶୁ ପିତାମାତାର ପରିଚୟ ବଲାଙ୍ଗୀର : ଜିଲ୍ଲା ପ୍ରଶାସନ ଓ ଶିଶୁ ସୁରକ୍ଷା ୟୁନିଟ ବଲାଙ୍ଗୀର ତରଫରୁ ଆଜି ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ବିଶେଷ କାର୍ଯ୍ୟକ୍ରମରେ ନିଃସନ୍ତାନ ଦମ୍ପତିଙ୍କୁ ଅନାଥ ବା ପରିତ୍ୟକ୍ତ ଶିଶୁମାନଙ୍କର ପିତାମାତାର ପରିଚୟ ପ୍ରଦାନ କରାଗଲା। ଏହି ସୁଯୋଗରେ ଜିଲ୍ଲାପାଳ ପିତାମାତାଙ୍କୁ ଶୁଭେଚ୍ଛା ଜଣାଇ, ଶିଶୁମାନଙ୍କ ଗୌରବମୟ ଓ ଉଜ୍ଜ୍ବଳ ଭବିଷ୍ୟତ ପାଇଁ ଆଶୀର୍ବାଦ କରିଥିଲେ।