This browser does not support the video element.
ଜି ଉଦୟଗିରି: ଜି ଉଦୟଗିରି ରେ ତାପମାତ୍ରା 4.8 ଡ଼ିଗ୍ରୀ ଥିବା ପାଣିପାଗ ବିଭାଗ ପକ୍ଷରୁ ସୂଚନା ,ହାଡଭଙ୍ଗା ଶୀତ ଲୋକ ଙ୍କୁ କଲବଲ କରୁଅଛି
G Udayagiri, Kandhamal | Jan 3, 2025
ଜି ଉଦୟଗିରି ରେ ତାପମାତ୍ରା 4.8 ଡ଼ିଗ୍ରୀ ଥିବା ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ହାଡଭଙ୍ଗା ଶୀତ ଯୋଗୁଁ ଲୋକମାନେ ବହୁତ ଅସୁବିଧାର ସମ୍ମୁଖିନ ହେଉଛନ୍ତି।ଦିନ ବେଳା କୋହଲା ପାଗ ଓ ସନ୍ଧ୍ୟା ହେଲେ ପ୍ରବଳ ଶୀତ ଲୋକ ମାନଙ୍କୁ ଅସ୍ତବ୍ୟସ୍ତ କରି ପକାଉଅଛି।କିନ୍ତୁ ଶୀତ ଉପଭୋଗ କରିବା ପାଇଁ ରାଜ୍ୟ ଓ ଜିଲ୍ଲା ବାହାରୁ ବହୁ ପର୍ଯ୍ୟଟକ ଙ୍କ ସୁଅ ଛୁଟିଛି।ଜି ଉଦୟଗିରି,ଟିକାବାଲି,ଦାରିଙ୍ଗିବାଡି,ରାଇକିଆ ଆଦି ବିଭିନ୍ନ ସ୍ଥାନରେ ପ୍ରବଳ ଶୀତ ଅନୁଭୂତ ହେଉଅଛି।