Download Now Banner

This browser does not support the video element.

ଫୁଲବାଣୀ ସହର: କଲ୍ୟାଣ ମଣ୍ଡପ, ମାଷ୍ଟରପଡା ଫୁଲବାଣୀ ଠାରେ ସରକାରୀ ଅବସରପ୍ରାପ୍ତ କର୍ମଚାରୀ ସଂଘର ଏକ ବୈଠକ ଅନୁଷ୍ଠିତ ହୋଇଛି.

Phulabani Town, Kandhamal | Sep 2, 2025
କଲ୍ୟାଣ ମଣ୍ଡପ, ମାଷ୍ଟରପଡା ଫୁଲବାଣୀ ଠାରେ ସରକାରୀ ଅବସରପ୍ରାପ୍ତ କର୍ମଚାରୀ ସଂଘର ଏକ ବୈଠକ ଅନୁଷ୍ଠିତ ହୋଇଛି. ଏହି ସମୟ ରେ ଜିଲ୍ଲାର ବିଭିର୍ନ ସ୍ଥାନରୁ ବହୁ ସଭ୍ୟ ଯୋଗ ଦେଇଥିଲେ. ନୂତନ ଦାୟିତ୍ୱ ସହ ବହୁ ସମସ୍ୟା ଉପରେ ଆଲୋଚନା ହୋଇଥିଲା. ସରକାର ଙ୍କ ପାଖରେ ଦାବୀ କରିବା ପାଇଁ ନିଷ୍ପତି ନିଆଯାଇଥିଲା.
Read More News
T & CPrivacy PolicyContact Us