This browser does not support the video element.
ଭଞ୍ଜନଗର: ସ୍ଥାନୀୟ ବ୍ଲକକୁ ଦଶରୁ ଅଧିକ ନୂତନ ଓଏସଙ୍କ ଗସ୍ତ, ପ୍ରଶାସନ ପକ୍ଷରୁ ସ୍ୱାଗତ ସମ୍ବର୍ଦ୍ଧନା ପ୍ରଦାନ
Bhanjanagar, Ganjam | Aug 25, 2025
ଗଂଜାମ ଜିଲ୍ଲା ଭଂଜନଗର ବ୍ଲକକୁ ଅ।ଜି ଦିନ 10 ଘଣ୍ଟ ସମୟରେ ଦଶରୁ ଅଧିକ ନୂତନ OAS ମାନେ ଗ୍ରସ୍ତ କରିଛନ୍ତି । ସେମାନଙ୍କୁ ଭଂଜନଗର ବ୍ଲକ ପ୍ରଶାସନ ପକ୍ଷରୁ ସମ୍ଵର୍ଦ୍ଧନା କରାଯାଇଥିବା ବେଳେ ନୂତନ OAS ମାନେ ତାଲିମ କାର୍ଯ୍ୟକ୍ରମ ପାଇଁ ଅ।ସିଥିବା ବ୍ଲକ ପ୍ରଶାସନ ପକ୍ଷରୁ ସୂଚନା ମିଳିଛି । ନୂତନ OAS ମାନଙ୍କ ସହ ଭଂଜନଗର ବ୍ଲକର ବିଡିଓ ବିଭିନ୍ନ ପ୍ରସଙ୍ଗ ଉପରେ ଅ।ଲୋକପାତ କରିଥିବା ବେଳେ ନୂତନ OAS ମାନେ ଭଂଜନଗର ବ୍ଲକର କୁଲାଡ ଓ ମୁଦୁଲିପଲ୍ଲି ଗ୍ରାମ ପଂଚାୟତ ଗ୍ରସ୍ତ କରିବା ସହ ସେଠାକାର ଲୋକଙ୍କ ସହ ଅ।ଲୋକପାତ କରିଥିବାର ଖବର ମିଳିଛି ।