Download Now Banner

This browser does not support the video element.

ସୋନପୁର: ଡୁଙ୍ଗୁରିପାଲି ପଂଚାୟତ ସମିତି ରେ ଜିଲ୍ଲାପାଳ ଙ୍କର ବିଭିନ୍ନ ଉନୟନ ମୂଳକ କାର୍ଯ୍ୟ ର ସମୀକ୍ଷା

Sonapur, Subarnapur (Sonepur) | Sep 4, 2025
ଡୁଙ୍ଗୁରିପାଲି ବ୍ଲକ ପଂଚାୟତ ସମିତି ସଭା ଗୃହ ଠାରେ ସୁବର୍ଣ୍ଣପୁର ଜିଲ୍ଲାପାଳ ନୃପରାଜ ସାହୁ ଙ୍କର ଅଧକ୍ଷତା ରେ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଥିଲା।ଏଥିରେ ଡୁଙ୍ଗୁରିପାଲି ବ୍ଲକ ବିଭିନ୍ନ ଗ୍ରାମରେ ରୋଡ ରସ୍ତ, ମଠ, ମନ୍ଦିର, ମସଜିତ, ଡୁଙ୍ଗୁରିପାଲି ଓ ବିନିକା ବ୍ଲକ ରେ ମେଗା ପାନୀୟ ଯୋଗାଣ କାମ ଚାଲିଥିବା ବେଳେ ତାର ସମୀକ୍ଷା କରଯାଇଥିଲା ସେହିଭଳି ସରକାର ଙ୍କର ଦ୍ୱାର ଦିଆଯଇଥିବ ଅର୍ଥରାଶି ଠିକ ଭାବରେ ବିନିଯୋଗ ହେଉଛି କି ନାହିଁ ସମସ୍ତ ଅଧିକାରୀଙ୍କୁ ପଚାରି ତଥ୍ୟ ସଂଗ୍ରହ କରିଥିଲେ ଜିଲ୍ଲାପାଳ ଏହି ବୈଠକ ରେ ଡୁଙ୍ଗୁରିପାଲି ବ୍ଲକ ବିଡ଼ିଓ ଦିଲୀପ କୁମାର ବାଡା
Read More News
T & CPrivacy PolicyContact Us