This browser does not support the video element.
ସିମୁଳିଆ: ଔପଦା ବ୍ଲକ ର ବିଭିନ୍ନ ସ୍ଥାନ ରେ ଅବକାରୀ ବିଭାଗ ପକ୍ଷରୁ ଚଢ଼ାଉ ବିପୁଳ ପରିମାଣ ରେ ପୁଚ ନଷ୍ଟ କରିବା ସହିତ ଦେଶୀ ମଦ ଜବଦ 3 ଗିରଫ,
Similia, Balasore | Aug 30, 2025
ନୀଳଗିରି ଅବକାରୀ ବିଭାଗ ପକ୍ଷରୁ ଚଢ଼ାଉ ବିପୁଳ ପରିମାଣ ରେ ପୁଚ ନଷ୍ଟ କରିବା ସହିତ ଦେଶୀ ମଦ ଜବଦ 3 ଗିରଫ, ନୀଳଗିରି ଅବକାରୀ ଅଧିକାରୀ ଜଗନ୍ନାଥ ବେହେରା ଙ୍କ ନେତୃତ୍ୱ ରେ ଆଜି ବେତେଇ ନିକଟରେ ଚାଲିଥିବା ଦେଶୀ ମଦ ଭାଟି ଙ୍କୁ ଭାଙ୍ଗିବା ସହିତ 3200ଲିଟର ପୁଚ କୁ ନଷ୍ଟ କରିଛନ୍ତି l ସେହିପରି ଅଘିରାପଦା ଗ୍ରାମର ଅକ୍ଷୟ ମଲ୍ଲିକ,ଦରଖୋଲି ଗ୍ରାମର ବୁଦ୍ଧିଆ ରାଉତ ଓ ଔପଦା ବଜାର ରେ ଥିବା ଗଙ୍ଗାଧର ବେହେରା ଙ୍କ ଘରେ ଚଢ଼ାଉ କରି 400ଲିଟର ଦେଶୀ ମଦ ଜବଦ କରିବା ସହିତ ଏହି 3 ଜଣ ଙ୍କୁ ଗିରଫ କରି ଆଜି ଶନିବାର ଅପରାହ୍ନ 4 ଘଟିକା ସମୟରେ କୋର୍ଟ ଚାଲାଣ କରିଛନ୍ତି l