This browser does not support the video element.
ଜୟପୁର: ଲକ୍ଷ୍ମୀ ନଗର ବାସଭଵନରେ ସାରର ଅଭାବୀ ବିକ୍ରି ଓ କଳାବଜାରୀକୁ ନେଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ ସମ୍ପର୍କରେ ପ୍ରତିକ୍ରିୟା ରଖିଲେ ବିଧାୟକ
Jeypore, Koraput | Aug 26, 2025
ଜୟପୁର ଠାରେ ଆଜି ସଂଧ୍ୟା 8ଟାରେ ଏକ ସାମ୍ବାଦିକ ସମ୍ମିଳନୀରେ ଜିଲ୍ଲାରେ ସାରର ଅଭାବୀ ବିକ୍ରି ଏଭଂ କଳାବଜାରୀକୁ ଉପରେ କାର୍ଯ୍ୟାନୁଷ୍ଠାନ ହେବ ବୋଲି ବିଧାୟକ ତାରା ପ୍ରସାଦ ବାହିନୀପତି ସୂଚନା ଦେଇ ଛନ୍ତି । ଜିଲ୍ଲାରେ ଚାଷୀ ମାନଙ୍କର ଜମି ଚାଷ କାର୍ଯ୍ୟ ଜୋରଦାର ଚାଲିଥିବା ବେଳେ ଜିଲ୍ଲାରେ କୃତ୍ରିମ ଅଭାବୀବିକ୍ରି ଏବଂ କଳାବଜାର ସୃଷ୍ଟି କରାଯାଉଛି । ଏହିପରି ଆସନ୍ତା ରବିବାର ସୁଦ୍ଧା ଜିଲ୍ଲାରେ ଦୁଇଟି କର୍ମ୍ପାନୀର ୩ହଜାର ୬ଶହ ମ୍ୟାଟ୍ରିକ ଟନ ସାର ମାଲବାହୀ ଟ୍ରେନ ଯୋଗେ ପହଞ୍ଚିବ । କୌଣସି ଚାଷୀଙ୍କୁ ସାର ପାଇଁ ଚିନ୍ତିତ ହେବାରୁ ଦିଆଯିବ ନାହିଁ ।