This browser does not support the video element.
ଗୋପାଳପୁର: ନିମଖଣ୍ଡି ଗ୍ରାମରେ ଜୁଆ ଆଡ୍ଡାରେ ଚଢ଼ଉ, ୧୮ ଜୁଆଡ଼ିଙ୍କୁ ଗିରଫ କଲା ପୋଲିସ
Gopalpur, Ganjam | Sep 26, 2025
ନିମଖଣ୍ଡି ଗ୍ରାମରେ ଏକ ଜୁଆ ଆଡ୍ଡା ଉପରେ ଚଢ଼ାଉ କରି ୧୮ ଜୁଆଡ଼ିଙ୍କୁ ଗିରଫ କରିଛି ପୋଲିସ। ନିମଖଣ୍ଡି ଥାନା ଅଧିକାରୀ କୃଷ୍ଣ ଚନ୍ଦ୍ର ସାହାଙ୍କ ନେତୃତ୍ୱରେ ଗତ ବିଳମ୍ବିତ ରାତିରେ ଚଢ଼ଉ କରାଯାଇଥିବା ସୂଚନା ମିଳିଛି ।ଏକ ଘରେ ଚାଲିଥିଲା ଜୁଆ ଆଡ୍ଡା। ଖବର ପାଇ ନିମଖଣ୍ଡି ଥାନା ଅଧିକାରୀଙ୍କ ନେତୃତ୍ୱରେ ଏକ ପୋଲିସ ଟିମ୍ ଚଢ଼ାଉ କରି ୧୮ ଜୁଆଡ଼ିଙ୍କୁ ଧରିଥିବା ବେଳେ ଜୁଆ ଖେଳରେ ଲାଗିଥିବା ଟଙ୍କା ଜବତ କରାଯାଇଛି।