Download Now Banner

This browser does not support the video element.

କାକଟପୁର: ଅସ୍ତରଙ୍ଗ ରେ କୃଷି ବିଭାଗ ତରଫରୁ ବ୍ଲକ ସ୍ତରୀୟ ଉପଦେଷ୍ଟା କମିଟି ଗଠିତ ଅଧକ୍ଷ ପବିତ୍ର, ଇନ୍ଦ୍ରମଣି ଜିଲ୍ଲା ସ୍ତରୀୟ ସଦସ୍ୟ

Kakatpur, Puri | Sep 7, 2025
Slug :-କୃଷି ବିଭାଗ ପକ୍ଷରୁ ବ୍ଲକ ଆତ୍ମା କମିଟି ଗଠିତ :-ପବିତ୍ର ଅଧକ୍ଷ, ଇନ୍ଦ୍ରମଣି ଜିଲ୍ଲାସ୍ତରୀୟ ସଦସ୍ୟ ମନୋନୀତ Anchor -କୃଷି ସୂଚନା ଓ ପରାମର୍ଶ କେନ୍ଦ୍ର ପୁରୀ ଜିଲ୍ଲା ଅସ୍ତରଙ୍ଗ ରେ ବ୍ଲକ ସ୍ତରୀୟ କୃଷି ଉପଦେଷ୍ଟା କମିଟି ଗଠିତ ହୋଇଯାଇଛି। ଅସ୍ତରଙ୍ଗ ବ୍ଲକ କୃଷି ବିଭାଗ କାର୍ଯ୍ୟାଳୟ ପରିସର ସଭାରେ ବ୍ଲକ କୃଷି ଅଧିକାରିଣୀ ବି. ଅର୍ପିତା ସଭାପତିତ୍ୱ ରେ ମୁଖ୍ୟ ଅତିଥି ଭାବେ ବ୍ଲକ ଅଧକ୍ଷା ଆରତୀ ନାଏକ, ଉପାଦକ୍ଷ ଦୃଜୟ ମିଶ୍ର, ଅତିରିକ୍ତ ପ୍ରାଣୀ ଚିକିତ୍ସକ ଡ଼ଃ ଶୁଭଶ୍ରୀ ପ୍ରଧାନ, ଉଦ୍ୟାନ ବିଭାଗ ଓଭରସିୟର ବିପିନି ବିହାରୀ ସାମଲ, ଆତ୍ମା ବିଟିଏମ ଜିତେନ୍ଦ୍ର ପ୍ରଧାନ, ଅ
Read More News
T & CPrivacy PolicyContact Us