Download Now Banner

This browser does not support the video element.

ଜୁନାଗଡ: କାଲୋପଲା ଠାରେ ବାଇକ୍ କୁ ପିଟିଲା ପରିବା ବୋଝେଇ ପିକ୍ଅପ୍, ଜଣେ ମୃତ

Junagarh, Kalahandi | Sep 13, 2025
ଧର୍ମଗଡ ଥାନା ଜୁନାଗଡ଼ ବ୍ଲକ କାଲୋପଲା ନିକଟରେ ଶନିବାର ରାତ୍ର ୭ ଟା ରେ ବାଇକ କୁ ପିକଅପ ଧକ୍କା ଦେବାରୁ ବାଇକ ଆରୋହୀ ଙ୍କ ମୃତ୍ୟୁ ହୋଇଛି। ମୃତ ବାଇକ ଆରୋହୀ ଜଣକ ହେଲେ ଧନେର ଗାଁ ର ହରିଶଙ୍କର ମାଝୀ ବୋଲି ସୂଚନା ମିଳିଛି। ଖବର ପାଇ ପରିବାର ଲୋକେ ଜାତୀୟ ରାଜପଥ ୨୬ କାଲୋପଲା ଠାରେ ରାସ୍ତା ଅବରୋଧ କରିଛନ୍ତି। ଘଟଣା ସ୍ଥଳକୁ ଧର୍ମଗଡ ପୋଲିସ ପହଞ୍ଚି ବୁଝାସୁଝା କରୁଛି।
Read More News
T & CPrivacy PolicyContact Us