Download Now Banner

This browser does not support the video element.

କେ ନୂୂଆଗାଁ: ତୁମୁଡ଼ିବନ୍ଧ ଥାନା ଘେରାଉ ଘଟଣାରେ ଉଭୟ ଗୋଷ୍ଠୀରୁ ୮ ଜଣଙ୍କୁ ଗିରଫ କଲା ପୋଲିସ

Nuagaon, Kandhamal | Oct 15, 2024
ତୁମୁଡ଼ିବନ୍ଧ ଥାନା ଘେରାଉ ଘଟଣାରେ ଉଭୟ ଗୋଷ୍ଠୀଙ୍କ ମଧ୍ୟରୁ ୮ ଜଣଙ୍କୁ ପୋଲିସ ଗିରଫ କରିଥିବା ସୁଚନା , ମଙ୍ଗଳବାର ରାତି ୭ ଟା ସମୟରେ ବାଲିଗୁଡା SDPO କମଳାକାନ୍ତ ପଣ୍ଡା ଙ୍କ ସୁଚନା ଅନୁସାରେ , ପୋଲିସ ତଦନ୍ତ ଯାରି ରହିଥିବା ବେଳେ ଦୁଇ ଗୋଷ୍ଠି ଙ୍କ ମଧ୍ୟରୁ ୮ ଜଣଙ୍କୁ ଗିରଫ କରି ତଦନ୍ତ ପ୍ରକ୍ରିୟା କୁ ଜୋର୍ ସୋର୍ କରାଯାଇଛି ,ଆଜି ସକାଳ ୭ ଟା ସମୟରେ ଏକ ଗୋଷ୍ଠୀ ଥାନା କୁ ଘେରାଉ କରିଥିଲେ ପାଖାପାଖି ୪ ଘଣ୍ଟା ଧରି ଥାନା ପରିସର କୁ ଘେରାଉ କରିଥିଲେ ,ରାତି ସଂଧ୍ୟା ସୁଧା ୮ ଜଣଙ୍କୁ ଗିରଫ କରିଥିବା ସୁଚନା ମିଳିଛି ।
Read More News
T & CPrivacy PolicyContact Us