Download Now Banner

This browser does not support the video element.

ଡାବୁଗାଁ: *ଡାବୁଗାଁ ବ୍ଳକରେ ଆଦି କର୍ମ ଯୋଗୀ ଅଭିଯାନ କାର୍ଯ୍ୟକ୍ରମ ଅନୁଷ୍ଠିତ *

Dabugan, Nabarangpur | Sep 9, 2025
ଡାବୁଗାଁ ବ୍ଲକ ସମ୍ମିଳନୀ କକ୍ଷଠାରେ ଆଦି କର୍ମ ଯୋଗୀ ଅଭିଯାନ କାର୍ଯ୍ୟକ୍ରମ ବ୍ଲକ ଅଧ୍ୟକ୍ଷା ବୀଣା ମାଝି ଙ୍କ ଅଧ୍ୟକ୍ଷତା ମଙ୍ଗଳବାର ଅନୁଷ୍ଠିତ ହୋଇଯାଇଛି | ଏଥିରେ କିପରି ଆଦି ସହଯୋଗୀ ଓ ଆଦି ସାଥି କିପରି ଚୟନ କରାଯିବ ସେନେଇ ଆଲୋଚନା ହୋଇଥିଲା | ଏହି ଆଦି ସହଯୋଗୀ ଓ ଆଦି ସାଥି ଚୟନ କରାଯିବା ପରେ ଉନ୍ନତି ମୂଳକ କାର୍ଯ୍ୟ ନିମନ୍ତେ କାର୍ଯ୍ୟ ଖସଡା ପ୍ରସ୍ତୁତ କରାଯିବା ନେଇ ଆଲୋଚନା କରଯାଇଥିଲା |
Read More News
T & CPrivacy PolicyContact Us