Download Now Banner

This browser does not support the video element.

ବରଗଡ: ନିଶାକାରବାର ଉପରେ ରୋକ ଲଗାଇବା ପାଇଁ ଜିଲ୍ଲା ପୋଲିସ ପକ୍ଷରୁ ଚଢାଉ କରାଯାଇଥିବା ନେଇ ବରଗଡ଼ ଏସପି ତାଙ୍କ କାର୍ଯ୍ୟାଳୟରେ ରଖିଲେ ପ୍ରତିକ୍ରିୟା

Bargarh, Bargarh (Baragarh) | Aug 30, 2025
ନିଶା କାରବାର ଉପରେ ରୋକ ଲଗାଇବା ପାଇଁ ବରଗଡ଼ ଜିଲ୍ଲା ପୋଲିସ ବିଭାଗ ପକ୍ଷରୁ ଚଢ଼ାଉ ଆରମ୍ଭ ହୋଇଯାଇଛି | ଏନେଇ ଶନିବାର ସନ୍ଧ୍ୟା ୫ ଘଣ୍ଟା ସମୟରେ ବରଗଡ଼ ଏସପି ତାଙ୍କ କାର୍ଯ୍ୟାଳୟରେ ପ୍ରତିକ୍ରିୟା ରଖିଛନ୍ତି | ପଦ୍ମପୁର ପୋଲିସ ଦ୍ୱାରା ଆଜି ବିପୁଳ ପରିମାଣର ନିଶା ଦ୍ରବ୍ୟ ଜବତ କରାଯାଇଥିବା ସୂଚନା ଦିଆଯାଇଛି | ଗୋଟିଏ ଟୟୋଟା କାର ଭିତରୁ ୭୨୦ ବୋତଲ କଫ ସିରପ,୫୦୦୦ ଇଞ୍ଜେକ୍ସନ ଓ ୧୨,୦୦୦ ନିଶା ଟେବଲେଟ ଜବତ କରାଯାଇଛି | ୩୮, ୩୭୦ ଟଙ୍କା ଓ ୭ ଗୋଟି ମୋବାଇଲ ଜବତ କରାଯାଇଥିବା ବରଗଡ଼ ଏସପି ସୂଚନା ଦେଇଛନ୍ତି ।
Read More News
T & CPrivacy PolicyContact Us