Install App
sushantpattnayak1983
This browser does not support the video element.
ଛତ୍ରପୁର: ଓକିଲାତି ଲାଇସେନ୍ସ ପାଇଁ ଷ୍ଟେଟ୍ ବାର୍ କାଉନସିଲ୍ ନିଷ୍ପତ୍ତିକୁ ନେଇ ବ୍ରହ୍ମପୁର ଠାରେ ସ୍ବାଗତ କରି ପ୍ରତିକ୍ରିୟା ରଖିଲେ ଆଇନଜୀବୀ
Chhatrapur, Ganjam | Sep 4, 2025
ଲାଇସେନ୍ସପ୍ରାପ୍ତ ଓକିଲଙ୍କୁ ଅନ୍ୟ ପେସା ମନା । ଜଣାପଡ଼ିଲେ ରଦ୍ଦ ହେବ ଲାଇସେନ୍ସ, ରୁଜୁ ହେବ ଆପରାଧିକ ମାମଲା । ଓଡ଼ିଶା ଷ୍ଟେଟ୍ ବାର୍ କାଉସିଲର କଠୋର ଆଭିମୁଖ୍ୟ ।ଏହାକୁ ସ୍ବାଗତ କରିଛନ୍ତି ବ୍ରହ୍ମପୁରର ଆଇନଜୀବୀ। ଗୁରୁବାର ପୂର୍ବାହ୍ନରେ ବ୍ରହ୍ମପୁର କୋର୍ଟ ପରିସରରେ ଏନେଇ ପ୍ରତିକ୍ରିୟା ରଖିଛନ୍ତି କିଛି ଆଇନଜୀବୀ।
Share
Read More News
T & C
Privacy Policy
Contact Us
Your browser does not support JavaScript!