Download Now Banner

This browser does not support the video element.

ଫୁଲବାଣୀ ସହର: ଫିରିଙ୍ଗିଆ ଠାରେ ଅନୁଷ୍ଠିତ ହେଲା ପ୍ରାଥମିକ ଶିକ୍ଷକ ସଙ୍ଘ ଫିରିଙ୍ଗିଆ ସାଖା ର ଗୁରୁ ଦିବସ ଓ ଶପଥ ଗ୍ରହଣ ଉତ୍ସବ I

Phulabani Town, Kandhamal | Sep 5, 2025
ଅନୁଷ୍ଠିତ ହେଲା ପ୍ରାଥମିକ ଶିକ୍ଷକ ସଙ୍ଘ ଫିରିଙ୍ଗିଆ ସାଖା ର ଗୁରୁ ଦିବସ ଓ ଶପଥ ଗ୍ରହଣ ଉତ୍ସବ I ନିଖିଳ ଓଡିଶା ପ୍ରାଥମିକ ଶିକ୍ଷକ ଫେଡେରେସନ ସହ ଅନୁବନ୍ଧିତ କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ ପ୍ରାଥମିକ ଶିକ୍ଷକ ସଙ୍ଘ ତରଫରୁ ସେପ୍ଟେମ୍ବର ପାଞ୍ଚ ତାରିଖ ଗୁରୁଦିବସ ଅବସରରେ ଗୁରୁ ବନ୍ଦନା କାର୍ଯ୍ୟକମ ସହ ସଙ୍ଘ ର ନୂତନ କର୍ମକର୍ତା ଙ୍କ ଶପଥ ଗ୍ରହଣ ଉତ୍ସବ ଅନୁଷ୍ଠିତ ହୋଇଯାଇଛି I ସ୍ଥାନୀୟ ବିଜୁ କଲ୍ୟାଣ ମଣ୍ଡପ ଠାରେ ସଙ୍ଘର ପୂର୍ବତନ ସଭାପତି ସୀମାଞ୍ଚଳ ମୁଖି ଙ୍କ ଅଧକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମ ରେ ସଙ୍ଘ ର କନ୍ଧମାଳ ଜିଲ୍ଲା ସଭାପତି ସନ୍ତୋଷ କୁ
Read More News
T & CPrivacy PolicyContact Us