Install App
santoshbaral67
This browser does not support the video element.
ସତ୍ୟବାଦୀ: ସତ୍ୟବାଦୀ ଥାନା ଅନ୍ତର୍ଗତ ଏକ ଗାଁରୁ ନାବାଳିକା ନିଖୋଜ ଅଭିଯୋଗ, ପୋଲିସର ତଦନ୍ତ ଜାରି
Satyabadi, Puri | Aug 24, 2025
ଗତ ଶୁକ୍ରବାର ରାତିରେ ସତ୍ୟବାଦୀ ଥାନା ଅନ୍ତର୍ଗତ ଏକ ଗ୍ରାମର ଜଣେ ବ୍ୟକ୍ତିଙ୍କ ନାବାଳିକା ଝିଅ ଘରୁ କେଇଆଡେ ନିଖୋଜ ହୋଇଥିବା ନେଇ ଆଜି ପୂର୍ବାହ୍ନ 10ଟାରେ ଥାନାରେ ଅଭିଯୋଗ ହୋଇଛି। ଅଭିଯୋଗ ଆଧାରରେ ଥାନାରେ ଏକ ମାମଲା ରୁଜୁ କରାଯାଇ ଘଟଣାର ତଦନ୍ତ ଆରମ୍ଭ କରିଛି ପୋଲିସ
Share
Read More News
T & C
Privacy Policy
Contact Us
Your browser does not support JavaScript!