Download Now Banner

This browser does not support the video element.

ସୋନପୁର: ରାଜ୍ୟ ସରକାରଙ୍କ ଜିଲ୍ଲା ନୋଡାଲ କମିଶନର ଶ୍ରୀ ଅରବିନ୍ଦ ଅଗ୍ରୱାଲ କମିଶନର ତଥା ଶାସନ ସଚିବ ଉଚ୍ଚ ଶିକ୍ଷା ବିଭାଗ ଙ୍କ ସୁବର୍ଣ୍ଣପୁର ଜିଲା ଗସ୍ଥ

Sonapur, Subarnapur (Sonepur) | Sep 1, 2025
ରାଜ୍ୟ ସରକାରଙ୍କ ଜିଲ୍ଲା ନୋଡାଲ କମିଶନର, ଶ୍ରୀ ଅରବିନ୍ଦ ଅଗ୍ରୱାଲ, କମିଶନର ତଥା ଶାସନ ସଚିବ, ଉଚ୍ଚ ଶିକ୍ଷା ବିଭାଗଙ୍କୁ ଜିଲ୍ଲାପାଳ, ସୁବର୍ଣ୍ଣପୁର, ଡ଼ ନୃପରାଜ୍ ସାହୁ, ତରଭା ଛକରୁ ସ୍ଵାଗତ କରିଥିଲେ। ଜିଲ୍ଲା ନୋଡାଲ କମିଶନର ସର୍ବ ପ୍ରଥମେ ତରଭା ବିଜ୍ଞାପିତ ଅଞ୍ଚଳ ପରିଷଦ ଅନ୍ତର୍ଗତ ୱାର୍ଡ ନମ୍ବର ୧ ର ଗଡ ଭିତ୍ତର ଅଙ୍ଗନ୍ ବାଡ଼ି କେନ୍ଦ୍ର ପରିଦର୍ଶନ କରିଥିଲେ। ସେଠାରେ କିଚେନ୍ ଗାର୍ଡେନ କରିବା ପାଇଁ ଅଙ୍ଗନବାଡ଼ି କର୍ମୀଙ୍କୁ ପରାମର୍ଶ ଦେଇଥିଲେ। ତାପରେ ପି.ଏମ୍.ଶ୍ରୀ ସରକାରୀ ବାଳକ ଉଚ୍ଚ ବିଦ୍ୟାଳୟ, ତରଭା ଗସ୍ତ କରି ପରିଦର୍ଶନ କରିଥିଲେ।ଜିଲ୍ଲା ନୋଡାଲ କମିଶନର ବିଦ୍ୟାଳୟ
Read More News
T & CPrivacy PolicyContact Us