This browser does not support the video element.
ଢେଙ୍କାନାଳ ସଦର: ନିହଲ ପ୍ରସାଦ ଜଗବନ୍ଧୁ କ୍ରସର ବନ୍ଦ ପାଇଁ କରଡାବଣି ସ୍ୱାଭିମାନ ସୁରକ୍ଷା ମଞ୍ଚ ପକ୍ଷରୁ, ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଅଭିଯୋଗ
Dhenkanal Sadar, Dhenkanal | Sep 1, 2025
ଢେଙ୍କାନାଳ ଜିଲ୍ଲା ଗଁଦିଆ ବ୍ଲକ ନିହଲ ପ୍ରସାଦ ଅଞ୍ଚଳରେJEPLନାମକ ଏକ ଘରୋଇ ସଂସ୍ଥା ଯାହାକି ଜଗବନ୍ଧୁ କ୍ରସର ନାମରେ ବେସ ପରିଚିତ । କ୍ରସରଟିରେ ବେଆଇନୀ ଭାବେ ଖନନ କରି ଲଘୁ ଖଣିଜ ପଦାର୍ଥ ଚୋରା ଚାଲାଣ କରୁଛି । ବେଆଇନ ଖନନ ଯୋଗୁଁ ଅଞ୍ଚଳ ବାସୀ ବେସ ପ୍ରଭାବିତ ହେଉଛନ୍ତି । ବ୍ଲାଷ୍ଟିଂ କରୁଥିବା ଯୋଗୁଁ ଆଖପାଖ ଗ୍ରାମଗୁଡିକର ଘର ଗୁଡିକ ଫାଟି ବିପଦ ସୃଷ୍ଟି କରିଛି, କୂଅ ପୋଖରୀର ପାଣି ବ୍ୟବହାର୍ଯ୍ୟ ଉପଯୋଗୀ ହୋଇ ପାରୁନାହିଁ,ନିଶ୍ୱାସ ପ୍ରଶ୍ୱାସ ନେବାରେ କଷ୍ଟ ସହିତ ବିଭିନ୍ନ ରୋଗ ଆକ୍ରାନ୍ତ କଲାଣୀ । ଏ ସଂପର୍କରେ ଅଞ୍ଚଳବାସୀ ବାରମ୍ବାର ପ୍ରଶାସନର ଦ୍ଵାରସ୍ତ ହୋଇ ଫେଲ ମାରିଛନ୍ତି