This browser does not support the video element.
ଖଲ୍ଲିକୋଟ୍: ମରଣ ଯନ୍ତା ପାଲଟିଛି ୧୬ ନଂ ଜାତୀୟ ରାଜପଥ; ଛତ୍ରଗଡ଼ ନିକଟରେ ରାସ୍ତା ଉପରେ ଓଲଟିଲା ୨ ଟି କାର, ଅଳ୍ପକେ ବର୍ତ୍ତି ଲେ ଯାତ୍ରୀ
Khalikote, Ganjam | Sep 13, 2025
ମରଣ ଯନ୍ତା ପାଲଟିଛି ୧୬ ନଂ ଜାତୀୟ ରାଜପଥ । ଗଞ୍ଜାମ ଓ ଖୋର୍ଦ୍ଧା ଜିଲ୍ଲା ସୀମାନ୍ତରେ ଥିବା ଛତ୍ରଗଡ଼ ନିକଟରେ ଗତକାଲି ରାତି ପ୍ରାୟ ସାଢ଼େ ୯ ଟା ସମୟରେ ରାସ୍ତା ଉପରେ ଦୁଇଟି କାର ଓଲଟି ପଡ଼ିଥିବା ବେଳେ ଅଳ୍ପକେ ଦୁଇ କାର ରେ ଥିବା ଯାତ୍ରୀ ବର୍ତ୍ତି ଯାଇଛନ୍ତି । ତେବେ ଦୁଇଟି କାର କ୍ଷତିଗ୍ରସ୍ତ ହୋଇଥିବା ବେଳେ ଦୁଇ କାର ରେ ଥିବା ଯାତ୍ରୀ ଅଳ୍ପକେ ବର୍ତ୍ତି ଯାଇଛନ୍ତି । ସେପଟେ ଖବର ପାଇ ସ୍ଥାନୀୟ ପୋଲିସ ଦୁର୍ଘଟଣା ସ୍ଥଳରେ ପହଂଚି ତଦନ୍ତ କରି ଫେରି ଥିବା ଜଣା ପଡ଼ିଛି ।