Download Now Banner

This browser does not support the video element.

ଦିଗପହଣ୍ଡି: ସଦର ଥାନା ପୋଲିସ ପ୍ରଶାସନ ପକ୍ଷରୁ ଜଣେ ଯୁବକ କୁ ଗିରଫ କରାଯାଇଛି ।

Digapahandi, Ganjam | Sep 9, 2025
ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ବିଧାନସଭା ନିର୍ବାଚନ ମଣ୍ଡଳୀ ତଥା କୁକୁଡାଖଣ୍ଡି ବ୍ଲକର ସଦର ଥାନା ପୋଲିସ ପ୍ରଶାସନ ପକ୍ଷରୁ ଜଣେ ଯୁବକ କୁ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଛି । ଗିରଫ ଯୁବକ ଜଣକ ଏକ ଗାଡିକୁ ବନ୍ଧକ ରଖିଥିବା ଅଭିଯୋଗ ରେ ଗିରଫ କରାଯାଇଥିବା ବେଳେ ଗିରଫ ସ୍ତାନ ଓ ନାମ ପୋଲିସ ପ୍ରଶାସନ ପକ୍ଷରୁ ଗୁପ୍ତ ରଖାଯାଇଛି । ତେବେ ଘଟଣାର ଅଧିକ ତଦନ୍ତ ଚାଲିଥିବା ସଦର ପୋଲିସ ପ୍ରଶାସନ ପକ୍ଷରୁ ଆଜି ଦିନ 11 ଘଣ୍ଟ ସମୟରେ ସୁଚନା ପ୍ରଦାନ କରାଯାଇଛି ।
Read More News
T & CPrivacy PolicyContact Us