Download Now Banner

This browser does not support the video element.

ଦେବଗଡ: ଗୁଣ୍ଡୁରିପସି ଗ୍ରାମରେ ଘାସ ମରା ଔଷଧ ଖାଇ ଜଣେ ଗୁରୁତର

Debagarh, Debagarh (Deogarh) | Sep 8, 2025
ଦେବଗଡ ଜିଲ୍ଲା ଗୁଣ୍ଡୁରିପସି ଗ୍ରାମରେ ଘାସ ମରା ଔଷଧ ଖାଇ ଜଣେ ଗୁରୁତର । ଗୁରୁତର ବ୍ୟକ୍ତି ସେହି ଗ୍ରାମର ଗୁରୁ ପେଣ୍ଠେଇ ବୋଲି ଜଣାପଡିଛି । ଗୁରୁତର ଅବସ୍ଥାରେ ତାଙ୍କୁ ଉଦ୍ଧାର କରି ଆଜି ସନ୍ଧ୍ୟା ପ୍ରାୟ ୬ ଟାରେ ଦେବଗଡ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତି କରାଯାଇଥିବା ବେଳେ ଚିକିତ୍ସା ଜାରି ରହିଥିବା ଜଣାପଡିଛି । କୌଣସି କାରଣକୁ କେନ୍ଦ୍ର କରି ଗୁରୁ ଘରେ ଥିବା ଘାସ ମରା ଔଷଧ ଖାଉଥିବା ବେଳେ ତାଙ୍କ ଭାଇ ଏହା ଦେଖି ଦେଇଥିଲେ । ତାଙ୍କ ହାତରୁ ଉକ୍ତ ବୋତଲ ଛଡାଇ ନେବା ସହିତ ପରିବାର ଲୋକଙ୍କୁ ଜଣାଇଥିଲେ ।
Read More News
T & CPrivacy PolicyContact Us