This browser does not support the video element.
ଢେଙ୍କାନାଳ ସଦର: ବଳଦିଆ ବନ୍ଧ ନିକଟ ଦୁର୍ଘଟଣାରେ ଯୁବକ ଗୁରୁତର
Dhenkanal Sadar, Dhenkanal | Sep 29, 2025
ଢେଙ୍କାନାଳ ସଦର ଥାନା କଟକ ରାସ୍ତାର ବଳଦିଆ ବନ୍ଧ ଓମଫେଡ ପାଲର ନିକଟରେ ଦୁର୍ଘଟଣା ଘଟି ଜଣେ ଯୁବକ ଗୁରୁତର ହୋଇ ସ୍ଥାନୀୟ ଲୋକଙ୍କ ଦ୍ଵାରା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ । ସୂଚନା ମୁତାବକ ବଳଦିଆ ବନ୍ଧ ଗ୍ରାମର କିରଣ ସାହୁ କୌଣସି କାମରେ ଯାଉଥିବା ବେଳେ ଓମଫେଡ ପାଲର ନିକଟରେ ବାଇକ ଭାରସାମ୍ୟ ହରାଇ ଦୁର୍ଘଟଣା ଘଟିବାରୁ ଚେତାଶୁନ୍ୟ ଭାବେ ସ୍ଥାନୀୟ ଲୋକମାନେ ଉଦ୍ଧାର କରି ରବିବାର ରାତି ୧୦ଟାରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ।