Download Now Banner

This browser does not support the video element.

ଧର୍ମଗଡ: କଳମପୁର ରେ ଦକ୍ଷଣି ଶୁଣ୍ଢିକ ସମାଜ ର ୫୦ଟି ପରିବାର ସମୁହିକ ଭାବେ ଖାଇଲେ ନୁଆଁ

Dharamgarh, Kalahandi | Aug 28, 2025
ସ୍ନେହ ସଂପର୍କ ଓ ଭାଇଚାରାର ସନ୍ଦେଶ ଦେଇ ଚାଲିଛି ଏହି ନୁଆଁଖାଇ ।ପଶ୍ଚିମ ଓଡିଶା ର ଗାଁ ଠୁ ସହର ସମସ୍ତ ଜାଗାରେ ନୁଆଁଖାଇ ପର୍ବ ପାଳିତ ହେଉଥିବା ବେଳେ ଗୁରୁବାର ସକାଳ ୧୧ ଟା ରେ କଲମପୁର ଧାନ ମଣ୍ଡି ଠାରେ କଳମପୁର ଦକ୍ଷିଣ ଶୁଣ୍ଢିକ ସମାଜ ର ୫୦ ଟି ପରିବାର ର ୧୫୦ ଜଣ ସଦର୍ଶ ଏକାକି ସାମୁହିକ ଭାବା ନୁଆଁ ଖାଇ ଥିଲେ। ଏହା ପରେ ଆରମ୍ଭ ହୋଇଥିଲା ନୁଆଖାଇ ଭେଟଘାଟ । ଘରର ଛୋଟ ବୟଷ୍କ ମାନେ ବଡ ମାନଙ୍କୁ ମୁଣ୍ଡିଆ ଆର୍ଶିବାଦ ନେଇଥିଲେ।
Read More News
T & CPrivacy PolicyContact Us