Install App
parikhita02
This browser does not support the video element.
ଆଠମଲ୍ଲିକ: ସୁରେଶ୍ଵରୀ ଜଳସେଚନ ଯୋଜନା କାର୍ଯ୍ୟକାରୀ ଦାବିରେ ୨୪ ସେପ୍ଟେମ୍ବର କିଶୋରନଗର ବ୍ଲକ ଅଫିସ ଘେରାଉ ଅନୁଗୋଳ ଜିଲ୍ଲା କିଶୋରନଗର ବ୍ଲକ ବାମୁର
Athmallik, Angul | Aug 28, 2025
ପଂଚାୟତ ରେ ଦୀର୍ଘଦିନ ଧରି ଉପେକ୍ଷିତ ସୁରେଶ୍ୱରୀ ଜଳସେଚନ ଯୋଜନା କାର୍ଯ୍ୟକାରୀ ଦାବିରେ ଜୀବନ ଜୀବିକା ଓ କୃଷି ଜମି ସୁରକ୍ଷା କମିଟି ପକ୍ଷରୁ ସେପ୍ଟେମ୍ବର ୨୪ ରେ ବ୍ଲକ ଘେରାଉ କରା ଯାଇ ଆନ୍ଦୋଳନ କରାଯିବ ବୋଲି ନିସ୍ପତି ହୋଇଛି । ଏ ନେଇ ଗୁରୁବାର ଦିନ ଅପରାହ୍ନ 2 ଟା ରେ କମିଟି ପକ୍ଷରୁ କରମଳକଟା ଠାରେ ସାଧାରଣ ପରିଷଦ ବୈଠକ ଅନୁଷ୍ଠିତ ରେ ଏହି ନିଷ୍ପତି ନିଆଯାଇଛି । କମିଟି ର ସାଙ୍ଗଠନିକ ସମ୍ପାଦକ ରମଣୀ ରଞ୍ଜନ ପ୍ରଧାନଙ୍କ ସଭାପତିତ
Share
Read More News
T & C
Privacy Policy
Contact Us
Your browser does not support JavaScript!