This browser does not support the video element.
ରାୟଗଡା: ରାୟଗଡ଼ା ଜିଲ୍ଲା ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ ଙ୍କ କଲ୍ୟାଣସିଂହପୁର ବ୍ଳକ ଗ୍ରସ୍ତ କାର୍ଯ୍ୟକ୍ରମ
Rayagada, Rayagada | Sep 11, 2025
ଜିଲ୍ଲା ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ, ଜିଲ୍ଲା ପରିଷଦ ରାୟଗଡ କଲ୍ୟାସିଂହପୁର ପଞ୍ଚାୟତ ସମିତି ଗସ୍ତ କରି ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟକ୍ରମର ସମୀକ୍ଷା କରିଛନ୍ତି.ପ୍ରଥମେ ପାର୍ଶାଲି ପଞ୍ଚାୟତର କାଡ୍ରାକାବନ୍ଦଳି, ପଞ୍ଚକୁଡ଼ି, ତେଭାପଡ।, ଟମକସିଲ ଗସ୍ତ କରି PM-JANMAN ଗୃହ ନିର୍ମାଣ କାର୍ଯ୍ୟ ପରିଦର୍ଶନ କରିଥିଲେ ଏବଂ ତତ୍ ପରେ ରାଜ୍ୟ ସରକାରଙ୍କ ତରଫରୁ ଧାର୍ଯ୍ୟ କରାଯାଇଥିବା ସମୟ ସୀମା ଅର୍ଥାତ ତା.୩୦.୦୯.୨୦୨୫ ରିଖ ମଧ୍ୟରେ ସମସ୍ତ ଅସମ୍ପୂର୍ଣ ଥିବା PM-JANMAN ହିତାଧିକାରୀମାନଙ୍କୁ ଗୃହ ନିର୍ମାଣ କାର୍ଯ୍ୟ ସମ୍ପୂର୍ଣ କରିବାକୁ ପରାମର୍ଶ ଦେଇଥିଲେ।