Download Now Banner

This browser does not support the video element.

ସୋନପୁର: ତରଭା ବ୍ଲକ ଓ ତହସିଲ ସମ୍ମୁଖରୁ ଉଠିଲା ଚାଷୀଙ୍କ ଧାରଣା, ମିଳିଲା ବକେୟା ଅର୍ଥ ରାଶି

Sonapur, Subarnapur (Sonepur) | Aug 25, 2025
ସୂଚନା ଅନୁସାରେ ମରାଡୁଗୋଛା ପେସ୍କରେ ଚାଷୀଙ୍କ ବାକି ରହିଥିବା ଧାନର ମୂଲ୍ୟ ଟଙ୍କା ନପାଇବା,ବିକ୍ରୟ ପାଇଁ ପେସ୍କରୁ ମିଲକୁ ନେଉଥିବା ଗାଡି ଭଡା ଓ ସାରର କଳା ବଜାରୀ ପ୍ରତିବାଦରେ ଗତ 10 ତାରିଖରୁ ଜିଲ୍ଲାର ତରଭା ବ୍ଲକ ଏବଂ ତହସିଲ ସମ୍ମୁଖରେ ତରଭା ବ୍ଲକ ଚାଷୀ ସମୂହଙ୍କ ପକ୍ଷରୁ ଅନିର୍ଦ୍ଧିଷ୍ଟ କାଳ ପର୍ଯ୍ୟନ୍ତ ଦିଆ ଯାଇଥିବା ଧାରଣା ଆଜି ସଫଳ ହୋଇଛି ଏବଂ ଅଂଚଳର ଚାଷୀ ତାଙ୍କ ଉଚିତ ପ୍ରାପ୍ୟ ଏବଂ ବୋକେୟା ଅର୍ଥରାଶି ପାଇବା ଶହ ଅପରାହ୍ନ ପ୍ରାୟ ୨ ଘଣ୍ଟା ସମୟରେ ଧାରଣାରୁ ଉଠିଥିବା ବେଳେ ଶେଷରେ ଚାଷୀଙ୍କ ବିଜୟୀ ହୋଇଛି l
Read More News
T & CPrivacy PolicyContact Us