This browser does not support the video element.
ଭଟଲି: ଗୋପାଳପୁର ଆଶ୍ରମ ବିଦ୍ୟାଳୟ ରେ କମ୍ପ୍ୟୁଟର ଗୃହ ଉଦଘାଟିତ,ଯୋଗଦେଲେ ଭଟଲି ବିଧାୟକ,
Bhatli, Bargarh (Baragarh) | Sep 18, 2025
ଗୋପାଳପୁର ଆଶ୍ରମବିଦ୍ୟାଳୟରେ କମ୍ପ୍ୟୁଟରଗୃହ ଉଦଘାଟିତ, ଯୋଗଦେଲେ ଭଟଲି ବିଧାୟକ,ଭଟଲି ବ୍ଳକ ଅନ୍ତର୍ଗତ ଗୋପାଳପୁର ଗ୍ରାମରେଥିବା ଗୋପାଳପୁର ଆଶ୍ରମ ବିଦ୍ୟାଳୟରେ ଆଜି ଅପରାହ୍ନ୩ ଟାରେ କମ୍ପ୍ୟୁଟର ଗୃହ ଉଦଘାଟିତ ହୋଇଯାଇଛି।ଏହି ଅବସରରେ ପ୍ରଧାନ ଶିକ୍ଷକ ରାମହନୁମନ୍ତ ରେଡି ଙ୍କ ଅଧ୍ୟକ୍ଷତାରେ ଏକ ସଭା ଅନୁଷ୍ଠିତ ହୋଇଥିବା ବେଳେ ଏହାର ଉଦ୍ଦେଶ୍ୟ ଜ୍ଞାପନ ପ୍ରଦାନ କରିଥିଲେ।ଶିକ୍ଷକଉଚ୍ଛବ ଭୁଏ ଏହି ସଭାକୁ ପରିଚାଳନା କରିଥିଲେ।ମୁଖ୍ୟ ଅତିଥି ଭାବରେ ଭଟଲି ବିଧାୟକ ଇରାଶିଷଆଚାର୍ଯ୍ୟ,ସମ୍ମାନିତ ଅତିଥିଭାବରେ ବିଜେପି ଜିଲ୍ଲାସଭାପତି ଡ଼ା. ଅରୂପାନନ୍ଦ ସାହୁ ଯୋଗଦେଇଥିଲେ।