Download Now Banner

This browser does not support the video element.

ଖୋର୍ଦ୍ଧା: ନିଖିଳ ଓଡିଶା ବିଦ୍ୟୁତ ମଜଦୂର ମହାସଂଘର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ

Khordha, Khordha | Sep 9, 2025
ଅଖିଳ ଭାରତୀୟ ବିଦ୍ୟୁତ ମଜଦୁର ମହାସଂଘ ପୂର୍ବରୁ ନିଜର ଚାକିରୀରେ ଠିକା ସଂସ୍ଥା ମାନେ ଅନ୍ୟାୟ ଅତ୍ୟାଚାର କରିବା ସହିତ କର୍ମଚାରୀଙ୍କ ପ୍ରତି ଶୋଷଣ ନୀତି ଆପଣାଇ ଥିବାରୁ ସଂଘ ବହୁବାର ଆନ୍ଦୋଳନ କୁ ଓହ୍ଲାଇଛି ଓ ସେପ୍ଟେମ୍ବର ୯ ତାରିଖରେ ଏହି ଆନ୍ଦୋଳନକୁ ସର୍ବଭାରତୀୟ ସ୍ଥରରେ କରିବା ପାଇଁ ଚେତାବନୀ ଦେଇଥିଲେ | ତେବେ ନିଖିଳ ଓଡିଶା ବିଦ୍ୟୁତ ମହାସଂଘର କୌଣସି ଦାବି ଉପରେ ସରକାର କର୍ଣପାତ ନ କରିଥିବା ହେତୁ ବାଧ୍ୟ ହୋଇ ମଙ୍ଗଳବାର ଦିନ ସଂଘ ପକ୍ଷରୁ ଏକ ରାଲି ବାହାରିବା ସହିତ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମୁଖରେ ଶାନ୍ତିପୂର୍ଣ ଭାବରେ ବିକ୍ଷୋଭ କରିଥିଲେ।
Read More News
T & CPrivacy PolicyContact Us