Download Now Banner

This browser does not support the video element.

ଗୋପାଳପୁର: ବକ୍ସିପଲ୍ଲୀ ଠାରେ ଥିବା ଏକ କ୍ଲିନିକ୍‌ରେ ଚୋରୀ ଘଟଣା, ପ୍ରତିକ୍ରିୟା ରଖିଲେ, ପ୍ରତିକ୍ରିୟା ରଖିଲେ କ୍ଲିନିକ ମାଲିକ

Gopalpur, Ganjam | Sep 8, 2025
ଗୋପାଳପୁର ନିକଟସ୍ଥ ବକ୍ସିପଲ୍ଲୀ ଠାରେ ଏକ କ୍ଲିନିକରେ ଚୋରୀ ହୋଇଥିବା ଅଭିଯୋଗ ହୋଇଥିବା ବେଳେ ସ୍ଥାନୀୟ ଅଞ୍ଚଳରେ ଭୟର ବାତାବରଣ ଖେଳିଯାଇଛି। ପ୍ରଦ୍ୟୁମ୍ନ କୁମାର ପଣ୍ଡା ଙ୍କ କ୍ଲିନିକ୍ ରେ ଚୋର ମାନେ ସିସିଟିଭି ଓ ହାର୍ଡ ଡିସ୍କ ଚୋରି କରିବା ବା ସହ କ୍ଲିନିକ୍ ପରିସରରେ ରଖାଯାଇଥିବା ୧୮ ହଜାର ଟଙ୍କା ଓ କିଛି ମେଡିକାଲ ଯନ୍ତ୍ରପାତି ଚୋରି କରି ନେଇଛନ୍ତି । ଏନେଇ ଥାନାରେ ଅଭିଯୋଗ ପରେ ପୋଲିସ ତଦନ୍ତ ଆରମ୍ଭ କରିଛି। ସୋମବାର ଅପରାହ୍ନରେ ଏନେଇ ପ୍ରତିକ୍ରିୟା ରଖିଛନ୍ତି କ୍ଲିନିକ ମାଲିକ ।
Read More News
T & CPrivacy PolicyContact Us