Download Now Banner

This browser does not support the video element.

କୋଲାବିରା: କୋଲାବିରା ରେଞ୍ଜ ମହୁଳମୁଣ୍ଡା ସଂରକ୍ଷିତ ଜଙ୍ଗଲରେ ନିଆଁ ଲାଗି ଅନେକ ମୂଲ୍ୟବାନ ଗଛ ଜଳିପୋଡ଼ି ନଷ୍ଟ

Kolabira, Jharsuguda | Jun 1, 2024
ଝାରସୁଗୁଡା ଜିଲ୍ଲା କୁଲାବିରା ରେଞ୍ଜ ଅନ୍ତର୍ଗତ ମହୁଳମୁଣ୍ଡା ସଂରକ୍ଷିତ ଜଙ୍ଗଲରେ ଶନିବାର ରାତି ନଅଟା ଚବିଶ ସମୟରେ ନିଆଁ ଲାଗି ଅନେକ ମୂଲ୍ୟବାନ ଗଛ ଜଳିପୋଡ଼ି ନଷ୍ଟ ହୋଇଯାଇଛି। ନିଆଁ କୁ ଆୟତ୍ତ କରିବା ପାଇଁ ବନବିଭାଗ ଓ ଅଗ୍ନିଶମ ବିଭାଗ ପକ୍ଷରୁ ପ୍ରୟାସ କରାଯାଇଥିଲା କିନ୍ତୁ ପ୍ରବଳ ତାତି ଯୋଗୁଁ ନିଆଁ କୁ ଆୟତ୍ତ କରିବାରେ ସମ୍ପୂର୍ଣ୍ଣ ସଫଳ ହୋଇନଥିଲେ। ପରବର୍ତ୍ତୀ ସମୟରେ ହାଲୁକା ବର୍ଷା ହେବାରୁ ନିଆଁ କିଛି ମାତ୍ରାରେ ଆୟତ୍ତ ହୋଇଥିବା ବନ ବିଭାଗ ତରଫରୁ ସୂଚନା ଦିଆଯାଇଛି।
Read More News
T & CPrivacy PolicyContact Us