This browser does not support the video element.
ଯଶିପୁର: ଯଶିପୁର_ଶିମିଳିପାଳ ଅଭୟାରଣ୍ୟ ରେ ବନାଗ୍ନି ରୋକିବା ପାଇଁ ସଚେତନତା ଅଭିଯାନ
Jashipur, Mayurbhanj | Mar 4, 2024
ଯଶିପୁର_ଶିମିଳିପାଳ ଅଭୟାରଣ୍ୟ ରେ ବନାଗ୍ନି ରୋକିବା ପାଇଁ ଏକ ସଚେତନତା କାର୍ଯ୍ୟକ୍ରମ, ଆଜି ଜଶିପୁର ରାମତୀର୍ଥ ଠାରେ ଉତ୍ତର ଶିମିଳିପାଳ ର ଡେ଼ପୁଟି ଡ଼ାଇରେକ୍ଟର ସାଇ କିରଣ ଡି ଏନ ଙ୍କ ଅମାତ୍ରଣ କ୍ରମେ ଜଶିପୁର ଏବଂ କରଞ୍ଜିଆ ସାମ୍ବାଦିକ ମାନେ ଉପସ୍ଥିତ ରହି ଶିମିଳିପାଳ କୁ କିପରି ବନାଗ୍ନି ମୁକ୍ତ କରାଯିବ ସେ ନେଇ ଏକ ସଚେତନ କାର୍ଯ୍ୟକ୍ରମ ମାଧ୍ୟମରେ ସାମ୍ବାଦିକଙ୍କ ସହଯୋଗ ଲୋଡିଲେ ଶିମିଳିପାଳ ଅଭୟାରଣ୍ୟ କର୍ତ୍ତୃପକ୍ଷ ।