Download Now Banner

This browser does not support the video element.

ବରଗଡ: ବରଗଡ଼ ବିଧାୟକ ପ୍ରାଇଭେଟ ବସଷ୍ଟାଣ୍ଡ ଠାରେ ନବ ନିର୍ମିତ ବିକ୍ରୟ କ୍ଷେତ୍ରର କଲେ ଉଦଘାଟନ

Bargarh, Bargarh (Baragarh) | Aug 31, 2025
ବରଗଡ଼ ସହରର ପ୍ରାଇଭେଟ ବସଷ୍ଟାଣ୍ଡ ପରିସରରେ ନବନିର୍ମିତ ବିକ୍ରୟ କ୍ଷେତ୍ରର ରବିବାର ଦିବା 11 ଘଣ୍ଟା ସମୟରେ ଉଦଘାଟନ କଲେ ବରଗଡ଼ ବିଧାୟକ ଶ୍ରୀ ଅଶ୍ୱିନୀ ଷଡ଼ଙ୍ଗୀ । ଏହି ଅବସରରେ ବରଗଡ଼ ପୌର ପରିଷଦ ଅଧ୍ୟକ୍ଷା ଶ୍ରୀମତୀ କଳ୍ପନା ମାଝୀ, ପୌରପରିଷଦ କାର୍ଯ୍ୟନିର୍ବାହୀ ଅଧିକାରୀ ଶ୍ରୀ ଦେବାନନ୍ଦ ସାହୁ, ବରଗଡ଼ ପୌରପରିଷଦର କାଉନସିଲର ମାନେ ଏବଂ ଅନ୍ୟାନ୍ୟ ଅଧିକାରୀମାନେ ଉପସ୍ଥିତ ରହିଥିଲେ | ଏହା ଦ୍ୱାରା ଦୋକାନୀ ମାନେ ଉପକୃତ ହୋଇପାରିବେ ବୋଲି ବିଧାୟକ ଜଣାଇଛନ୍ତି | ଆଗାମୀ ଦିନରେ ଆହୁରି ଉନ୍ନତି କରନ କାର୍ଯ୍ୟ କରାଯିବ ବୋଲି ବିଧାୟକ ଜଣାଇଛନ୍ତି ।
Read More News
T & CPrivacy PolicyContact Us