Download Now Banner

This browser does not support the video element.

ତିର୍ତ୍ତୋଲ: ଖୁଣ୍ଟଳ ଗ୍ରାମର ମାତା ସାହୁ ଏବଂ ତାଙ୍କ ପୁଅଙ୍କୁ ଘର ଆଗରେ ଥିବା ଏକ ଗଛ କାଟିବା ଘଟଣାକୁ ନେଇ ସଂଘବଦ୍ଧ ଆକ୍ରମଣ, ଥାନାରେ ଅଭିଯୋଗ

Tirtol, Jagatsinghpur | Apr 24, 2024
ତିର୍ତ୍ତୋଲ ଥାନା ତାଳପଡା ଗ୍ରାମର ଲତା ସାହୁଙ୍କ ଘର ଆଗରେ ଥିବା ଏକ ଗଛ କାଟିବା ଘଟଣାକୁ ନେଇ ଲତା ଏବଂ ତାଙ୍କର ପୁଅଙ୍କୁ ସେହି ଗ୍ରାମର ୩ ଜଣ ବ୍ୟକ୍ତି ସଂଘବଦ୍ଧ ଭାବରେ ଆକ୍ରମଣ କରିଥିବା ନେଇ ଥାନାରେ ଅଭିଯୋଗ ହୋଇଛି। ଲତା ଏବଂ ତାଙ୍କ ପୁଅ ଏହି ଗଛ କାଟିବା ସମୟରେ ଗ୍ରାମର କିଛି ଲୋକ ଏହା ବିରୋଧ କରିଥିଲେ। ଲତା ଏହାର ବିରୋଧ କରିବାରୁ ସେମାନେ ତାଙ୍କୁ ମାଡ ମାରିଥିଲେ। ତାଙ୍କ ପୁଅ ଏସମ୍ପର୍କରେ ପଚାରିବାରୁ ତାଙ୍କୁ ମଧ୍ୟ ଆକ୍ରମଣ ହୋଇଥିଲା। ଏସମ୍ପର୍କରେ ସେ ଥାନାରେ ଅଭିଯୋଗ କରି ଅଭିଯୁକ୍ତ ମାନଙ୍କ ପ୍ରତି କାର୍ଯ୍ୟାନୁଷ୍ଠାନ ଦାବୀ କରିଛନ୍ତି।
Read More News
T & CPrivacy PolicyContact Us