This browser does not support the video element.
ଭଦ୍ରକ ଗ୍ରାମାଞ୍ଚଳ: ଭଣ୍ଡାରିପୋଖରୀ ବ୍ଲକ ମଞ୍ଜୁରୀରୋଡ ବଳିପୁର ପ୍ରାଥମିକ ଓ ସୁବର୍ଣ୍ଣ ମୁଖୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଫାଟକରେ ତାଲା ପକାଇଲେ ଅଭିଭାବକ
Bhadrak Rural, Bhadrak | Sep 9, 2025
ଭଦ୍ରକଜିଲ୍ଲାଭଣ୍ଡାରୀପୋଖରୀବ୍ଲକଅନ୍ତର୍ଗତମଞ୍ଜୁରୀରୋଡବଳିପୁର ପ୍ରାଥମିକଓସୁବର୍ଣ୍ଣମୁଖୀଉଚ୍ଚପ୍ରାଥମିକବିଦ୍ୟାଳୟଫାଟକରେତାଲା ପକାଇଲେଅଭିଭାବକ,ପ୍ରଧାନଶିକ୍ଷକଙ୍କମନମୁଖୀଶାସନ,ଶିକ୍ଷା ଦାନରେଅବହେଳାଓସରକାରୀସାମଗ୍ରୀରହରିଲୁଟଅଭିଯୋଗକରି ବିଦ୍ୟାଳୟଫାଟକରେତାଲାପକାଇବାସହିତଧାରଣାରେଛାତ୍ରଛାତ୍ରୀ, ଅବିଭାବକଓପରିଚାଳନାକମିଟିରସଦସ୍ୟ।ଛାତ୍ରଛାତ୍ରୀମାନଙ୍କୁପାଠ ପଢ଼ାଇବାରେଅବହେଳାଓଏମଡିଏମଚାଉଳରେବ୍ୟାପକଘୋଟାଲା ଆଦିନେଇଆଜିମୁଖ୍ୟଫାଟକରେତାଲାପକାଇଛନ୍ତି।ଅନ୍ୟପଟେ ଧାରଣାପରେତରବରିଆଭାବେପ୍ରଧାନଶିକ୍ଷକଙ୍କୁ ଅନ୍ୟତ୍ରବଦଳିକରିବାସହିତଅନ୍ଯଜଣଙ୍କୁନିଯୁକ୍ତିଦେଇଥିବାଜଣାପଡିଛିଆଜିଦିନ୧୦ଘଟିକାସମୟରେ